ଥୋକଦାର
(ଥୋକଦାରିଆ—ଅନ୍ୟରୂପ)
ଏକାଥରକେ ବହୁ ପରିମାଣରେ ପଣ୍ୟଦ୍ରବ୍ୟ ଖରିଦ ବିକ୍ରି କରିବା ବାଲା ବେପାରୀ — Purchasing or selling wholesale; a wholesale trader.