ଥୋକବନ୍ଦି
ଦେଖଣା
ଥୋକବନ୍ଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କିସ୍ତିବନ୍ଦି, ପାଉଣା ଟଙ୍କା ଏକାଧିକ ଥରକେ ଦାଖଲ କରିବାର ବନ୍ଦୋବସ୍ତ — ୧. Arrangement to pay the duse by instalments.
- ୨. ଗଦା ଗଦା କରି ରଖିବା — ୨. Arranging anything in heaps.
- ୩. ଥାକବନ୍ଦି; ସୁସଜ୍ଜିତ ବା ଶ୍ରେଣୀବଦ୍ଧ କରି ରଖିବା — ୩. Classiflacation; arrangement in layers.
ବିଶେଷଣ -
[ସମ୍ପାଦନା]- ୧. ଶ୍ରେଣୀବଦ୍ଧ —୧. Classified.
- ୨. ସୁସଜ୍ଜିତ —୨. Arranged.
- ୩. ଗଦା ଗଦା କରି ରଖାଯିବା — ୨. Arranged in heaps.
- ୪. କିସ୍ତିବନ୍ଦି କରା ଯାଇଥିବା —୪. Arranged to be paid in instalment.