Jump to content

ଥୋକାଏ

ଉଇକିଅଭିଧାନ‌ରୁ

ଥୋକାଏ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ତୋକ)

[ସମ୍ପାଦନା]

ଅଳ୍ପ ସଂଖ୍ୟକ — A few.

ଯୁଦ୍ଧ କରି ଥୋକାଏ ଏଥିରୁ ରାକ୍ଷସ କୃଷ୍ଣସିଂହ. ମହାଭାରତ. ସଭା

ସର୍ବନାମ.

[ସମ୍ପାଦନା]

କେହି କେହି; କେତେକ —Some.

ଯେତେ ବ୍ରହ୍ମ ରାକ୍ଷସ ଅଛନ୍ତି ଏ ଲୋକେ, ଏ ଯାଗ ବିଘ୍ନ ଆସି କରିବେ ଯେ ଥୋକେ କୃଷ୍ଣସିଂହ. ମହାଭାରତ ସଭା

ଅନୁବାଦ

[ସମ୍ପାଦନା]

କ୍ରି. ବିଶେଷଣ -

[ସମ୍ପାଦନା]

ଟିକିଏମାତ୍ର — A little; slightly.

ଥୋକାଏ ତୋ ପ୍ରୀତି କବିସୂର୍ଯ୍ୟ ରତ୍ନାକର ଚମ୍ପୁ. ଥ ଗୀତ