Jump to content

ଥୋକେ

ଉଇକିଅଭିଧାନ‌ରୁ

ଥୋକେ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ସର୍ବ.

[ସମ୍ପାଦନା]

ଅଳ୍ପ କେତେକ ବ୍ୟକ୍ତି — Some; a few.

ଥୋକେ ରାଜ୍ୟ ଛାଡ଼ି ଦୂରେ ପଳାଇଲେ, ଥୋକେ ହେଲେ ପଦାନତ ରାଧାନାଥ. ପାର୍ବତୀ

ଦେଶଜ - ବିଶେଷଣ -

[ସମ୍ପାଦନା]

ଅଳ୍ପସଂଖ୍ୟକ —Few.

ବିଶ୍ୱସ୍ତ ତାଙ୍କର ଅସ୍ତ୍ରଧାରୀ ଥୋକେ, ସୈନିକ ଦେଇ ସଙ୍ଗତେ ରାଧାନାଥ, ପାର୍ବତୀ