Jump to content

ଥୋକ ଥୋକ କରି

ଉଇକିଅଭିଧାନ‌ରୁ

ଥୋକ ଥୋକ କରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଥୋକଥୋକ, ଥୋକେଥୋକେଅନ୍ୟରୂପ

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଏକକିସ୍ତିକେ — ୧. By one instalment.
୨. ଏକାଥରକେ —୩. Once.
୩. ଗଦା ଗଦା କରି —୩. In different heaps.
୪. ଥର ଥର କରି — ୪. By instalments.
୫. ଅଳ୍ପ ଅଳ୍ପ କରି —୫. In small quantities.
୬. ଗୋଛା ଗୋଛା କରି —୬. In sheafs.