ଥୋଡ଼
ଦେଖଣା
ଥୋଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଥୋଡ଼ୁଆ; ଥୋର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରୋଟକ)
[ସମ୍ପାଦନା]- ୧. କଦଳୀ ଗଛର ମଞ୍ଜା; କଦଳୀ ମଞ୍ଜ; କଦଳୀ ମଞ୍ଜା —୧. The spathe or spike of a plantain tree before it shoots out from the stem; the pith of a plantain.
[ଦ୍ରଷ୍ଟବ୍ୟ —ଅଫୁଟା କଦଳୀ ମଞ୍ଜକୁ ବଙ୍ଗଳାରେ ଗର୍ଭଥୋଡ଼ ବୋଲା ଯାଏ]
- ୨. ପଦାକୁ ବାହାରିଥିବା ଧାନ ଆଦି ଶସ୍ୟର କେଣ୍ଡା — ୨. Green ear of corn before it shoots out from the stem or culm.
- ୩. ଦାଢ଼ୀ —୩. Bread.
- ୪. ଥୋଡ଼ପା— (ଦେଖ) - — ୪. Thoṟḍ̠apā (See)