Jump to content

ଥୋଡ଼ା

ଉଇକିଅଭିଧାନ‌ରୁ

ଥୋଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଥୋଡ଼ାଏ, ଥୋଡ଼ା ଥୋଡ଼ା, ଥୋଡ଼ାଏ ଥୋଡ଼ାଏ, ଥୋଡ଼ାସାଅନ୍ୟରୂପ

ଦେଶଜ - ସର୍ବ (ସଂସ୍କୃତ - ସ୍ତୋକ; ପ୍ରା. ଥୋଅ; ହିନ୍ଦିରୁ ଅନୁକୃତ)

[ସମ୍ପାଦନା]
୧. ସାମାନ୍ୟ ପରିମିତ —୧. A little.

ମର୍ତ୍ତ୍ୟେ ପଡ଼ି କାନ୍ଦି ଲୋଡ଼ ଦୁଧ ଥୋଡ଼ା ରାଧାନାଥ. ଦରବାର

୨. ଅଳ୍ପ — ୨. Small; little.
୩. ଅଳ୍ପସଂଖ୍ୟକ — ୩. A few.
୪. କେତେକ —୪. Some.

ବିଣର ବିଶେଷଣ - ଓ କ୍ରି. ବିଶେଷଣ -

[ସମ୍ପାଦନା]
୧. ସାମାନ୍ୟରେ; ଈଷତ — ୧. Slightly; a little.

ଯାହା ବାପ ଚଢ଼େ ଘୋଡ଼ା, ତା ପୁଅ ଚଢ଼େ ଥୋଡ଼ା ଢଗ

୨. ଅଳ୍ପ ମାତ୍ରାରେ —୨. In small quantities.
୩. ଅଳ୍ପ ଅଳ୍ପ —୩. Little by little.
୪. ଅଳ୍ପ ସଂଖ୍ୟାରେ —୪. In a small number.