ଥୋଡ଼େ
ଦେଖଣା
ଥୋଡ଼େ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଥୋଡ଼ାଏ, ଥୋଡ଼େଇଅନ୍ୟରୂପ
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ସ୍ତୋକ ତୁଳ. ହିନ୍ଦୀ - ଥୋଡ଼େଇ)
[ସମ୍ପାଦନା]- ୧. ସାମାନ୍ୟରେ —୧. Slightly.
- ୨. ସହଜରେ —୨. Easily.
(ଯଥା—ତୁ ମୋର ବିଶେଷ ଲୋକସାନ କଲୁଣି, ମୁଁ ମତେ ଥୋଡ଼େ ଛାଡ଼ୁଛି?)
[ଦ୍ରଷ୍ଟବ୍ୟ —ପ୍ରଶ୍ନ ବ୍ୟଙ୍ଗାର୍ଥ ଓ ନଞ୍ଜର୍ଥରେ ଏହା ବ୍ୟବହୃତ ହୁଏ]
ବିଣରବିଶେଷଣ - ଓବିଶେଷଣ -
[ସମ୍ପାଦନା]ଥୋଡ଼ା (ଦେଖ) - —Thoṟḍ̠ā (See)