Jump to content

ଥୋଡ଼ ଧରିବା

ଉଇକିଅଭିଧାନ‌ରୁ

ଥୋଡ଼ ଧରିବା

ଉଚ୍ଚାରଣ

[ସମ୍ପାଦନା]

ଥୋଡ଼ ହେବା, ଥୋଡ଼ୁଅ ହେବାଅନ୍ୟରୂପ

ଦେଶଜ - କ୍ରି.

[ସମ୍ପାଦନା]

ଧାନ ଗଛ କେଣ୍ଡା ବାହାରିବା ଭଳି ହେବା; ଶସ୍ୟ ଗୁଚ୍ଛ ମଧ୍ୟରୁ ବିକାଶୋନ୍ମୁଖ ହେବା —To be ready to shoot forth from the stem (said of a paddy plant).