Jump to content

ଥୋପି ପଡ଼ିବା

ଉଇକିଅଭିଧାନ‌ରୁ

ଥୋପି ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଟୋପା ଟୋପା ହୋଇ ପଡ଼ିବା — ୧. To fall in drops; to trickle.
୨. ବୋହି ପଡ଼ିବା —୨. To flow down.

ଥୋପି ପଡ଼ୁଅଛି କି ରଙ୍ଗେ ରକ୍ତିମା ସେ ରଙ୍ଗ ଓଷ୍ଠ ଅଧରେ ରାଧାନାଥ. ଯଯାତି

୩. ପାଟିରୁ ପାନ ପିକ ଆଦି ବୋହି ପଡ଼ିବା — ୩. To flow down from the lips (said of spittle.)

ଥୋପି ପଡ଼ିଥାଇ ରଙ୍ଗ ଅଧର ଭଞ୍ଜ. ସୁବର୍ଣ୍ଣରେଖା

୪. ଗୁଚ୍ଛ ଗୁଚ୍ଛ ଫୁଲ ଫୁଟିଲା ପର ମନୋହର ଦେଖାଯିବା — ୪. To look beautiful like a cluster of blossoming flowers.

ଥୋପି ପଡ଼ିଲା ଯେ ରଙ୍ଗେ ରଙ୍ଗିଣୀ ଗୋଲକ. ଇନ୍ଦୁରେଖା