Jump to content

ଥୋପ ଗିଲିବା

ଉଇକିଅଭିଧାନ‌ରୁ

ଥୋପ ଗିଲିବା

ଉଚ୍ଚାରଣ

[ସମ୍ପାଦନା]

(ଥୋପ ଧରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ମାଛ) ବନସୀ କଣ୍ଟାରେ ଫୋଡ଼ା ହୋଇଥିବା ଚାରା ସହିତ ଥୋପକୁ ଖାଇବା — ୧. To catch or swallow the bait (said of fishes); to have a bite at the bair.
୨. (ଲକ୍ଷଣାର୍ଥ) କୌଣସି ପ୍ରଲୋଭନଦ୍ୱାରା ଆକୃଷ୍ଟ ହୋଇ ତହିଣରେ ପଡ଼ିଯିବା —୨. (figurative) To succomb to a temptation or to a bait.