Jump to content

ଥୋପ ପକେଇବା

ଉଇକିଅଭିଧାନ‌ରୁ

ଥୋପ ପକେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବନସି କଣ୍ଟାରେ ମତ୍ସ୍ୟାଦିର ଖାଦ୍ୟ ଦ୍ରବ୍ୟ ଫୋଡ଼ି ପାଣିରେ ପକାଇବା — ୧. To throw a bait.
୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତି ଆଗରେ ପ୍ରଲୋଭନ ବସ୍ତୁ ରଖିବା —୨. (figurative) To put a tempting thing before a person with a view to ruin him.