Jump to content

ଥୋର ହସ୍ତ

ଉଇକିଅଭିଧାନ‌ରୁ

ଥୋର ହସ୍ତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଥୋଡ଼ ପାହାର (ଦେଖ) - ୧. Thoṟḍ̠ pāhāra (See)

ସୁବର୍ଣ୍ଣ କୁମ୍ଭେ ନୀର ଭରି ତାଳିଲେ ଥୋର ହସ୍ତେ ଧରି ଜଗନ୍ନାଥ. ଭାଗବତ

୨. ମଣ୍ଡପର ମଥାନ ମଝିରୁ ତଳକୁ ଲମ୍ୱିଥିବା କାଷ୍ଠ ଖଣ୍ଡ ବା ତଳଗୁଜ —୨. A long piece of wood hanging down from the centre of the roof of a thatched block house; a gargayle hanging down the roof of a thatched blockhouse.