ଥୟ
ଦେଖଣା
ଥୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥେୟ)
[ସମ୍ପାଦନା]- ୧. ସ୍ଥିର — ୧. Quite; still.
- ୨. ନିଶ୍ଚଳ —୨. Calm; serene.
- ୩. ନିଶ୍ଚିତ —୩. Certain; fixed.
- ୪. ସ୍ଥିରୀକୃତ —୪. Settled; ascertained.
ବିମ୍ଭ କରି ଥୟ କୁପେ ସିଂହ, ପ୍ରାୟ ବୁଡ଼ି ତୁ ମର ନା ଭଞ୍ଜ, ବୈଦେହୀଶବିଳାସ
- ୫. ନିଶ୍ଚିନ୍ତ —୫. Freed from anxiety.
- ୬. ଶାନ୍ତ —୬. Assuaged.
ଅନୁବାଦ
[ସମ୍ପାଦନା]ଥୟ
|
ବିଶେଷ୍ୟ -
[ସମ୍ପାଦନା]- ୧. ସ୍ଥିରତା —୧. Certainty; fixty.
ପଥ ହୋଇଲା ତୃଣମୟ ବାଟର ନ ମିଳିଲା ଥୟ ଜଗନ୍ନାଥ—ଭାଗବତ
- ୨. ଠିକଣା —୨. Ascertainment; settlement.
ହସ୍ତରେ ଅଛି ମୋ ଉପାୟ ଛାଡ଼ିଲେ ନ ପାଇବି ଥୟ ଜଗନ୍ନାଥ— ଭାଗବତ
- ୩. ନିଶ୍ଚଳତା —୩. Standstill.
- ୪. ଶାନ୍ତି; ନିଶ୍ଚିନ୍ତ ଅବସ୍ଥା —୪. Calmness; peace.
- ୫. ନିଶ୍ଚିତ ସଂବାଦ —୫. Correct information.
ଥବିର ପଣେ ମାୟାଗତି ଥୟ ନ ଜାଣେ ବେଦପତି କମଳଲୋଚନ, ଚଉତିଶା
- ୬. ନିଶ୍ଚେଷ୍ଟତା; ବିସ୍ମୟରେ ଜଡ଼ବତ୍ ଅବସ୍ଥା — ୬. The state of being taken aback.
- ୭. ନିର୍ବାକ ଅବସ୍ଥା —୭. Silence.