ଥୟ କରିବା
ଦେଖଣା
ଥୟ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଥୟ କରିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ସ୍ଥିର କରିବା — ୧. To settle.
ପାଇ ଯେ ହଜାଇଛି ଧନ କେ ଥୟ କରିବ ତା ମନ ଭୂପତି, ପ୍ରେମପଞ୍ଚାମୃତ
- ୨. ଠିକଣା କରିବା; ନିଶ୍ଚିତ ସଂବାଦ ବୁଝିବା — ୨. To acertain.
- ୩. ନିଶ୍ଚଳ କରିବା —୩. To fix up.