ଥୟ ଧରିବା
ଦେଖଣା
ଥୟ ଧରିବା
ଉଚ୍ଚାରଣ
[ସମ୍ପାଦନା](ଥୟହେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଥୟ ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନିଶ୍ଚିନ୍ତ ହେବା — ୧. To be certain.
- ୨. ସ୍ଥିର ହୋଇ ରହିବା — ୨. To be settled.
- ୩. ବିଶ୍ରାମ କରିବା —୩. To rest; to take rest.
ଥୟ ଧରିବା
(ଥୟହେବା—ଅନ୍ୟରୂପ)
|