Jump to content

ଦଉଡ଼ି

ଉଇକିଅଭିଧାନ‌ରୁ

ଦଉଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ରୁ ଧାତୁ=ପଳାୟନ; ସଂସ୍କୃତ - ଧୋରଣ)

[ସମ୍ପାଦନା]
୧. ଶୀଘ୍ର ଗତି କରିବା; ଧାଇଁବା — ୧. Running; going swiftly.
୨. ଧାଉଡ଼ ଧାଉଡ଼ି —୨. Race.
୩. ଶୀଘ୍ରଗତିରେ ଯାତାୟାତ କରିବା — ୩. Swift coming to and going back from a place.

ଘୋଳାରେ ପଛେ ମରୁଁ, ଆଜୁ ତୋ ହୁକୁମରୁ ନିକୁଞ୍ଜ ଦଉଡ଼ିକୁ ରହିଲୁରେ କବିସୂର୍ଯ୍ୟ. କିଶୋରୀଚମ୍ପୁ ଘ. ଗୀତ

୪. ଦଉଡ଼ିବା ବେଳେ ପାଦଦ୍ୱୟର ଗତି ପରି ପାଦଚାଳନସୂ ବିଶିଷ୍ଟ ଏକପ୍ରକାର ବ୍ୟାୟାମ —୪. A kind of physical exercise in which the legs are moved swiftly.
୫. ଶେଷ ସୀମା —୫. Limit.

(ଯଥା—ତା ବୁଦ୍ଧିର ଦଉଡ଼ କେତେ , ବର୍ତ୍ତମାନ ଦେଖାଯିବ)

୬. ଉପର୍ଯ୍ୟୁପରି ଚେଷ୍ଟା —୬. Striving; repeated endeavour.



ଦଉଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡୋରକ; ଦୋରକ)

[ସମ୍ପାଦନା]

ଦୌଡ଼ା; ରଜ୍ଜୁ — Rope.

ଦଉଡ଼ିରେ ବନ୍ଧା ହେବା ପରିଜନେ କୃଷ୍ଣସିଂହ. ମହାଭାରତ. ସଭା