Jump to content

ଦଣ୍ଡ୍ୟ

ଉଇକିଅଭିଧାନ‌ରୁ

ଦଣ୍ଡ୍ୟ

ଉଚ୍ଚାରଣ

[ସମ୍ପାଦନା]
(ଦଣ୍ଡ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦଣ୍ଡ+ଯୋଗ୍ୟାର୍ଥେ. ଯ)

[ସମ୍ପାଦନା]

ଦଣ୍ଡନୀୟ; ଦଣ୍ଡାର୍ହ; ଦଣ୍ଡ ପାଇବାର ଯୋଗ୍ୟ — Punishable; deserving punishment.