ଦଣ୍ଡ ସ୍ଥାନ

ଉଇକିଅଭିଧାନ‌ରୁ

ଦଣ୍ଡ ସ୍ଥାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦଣ୍ଡ+ ସ୍ଥାନ)[ସମ୍ପାଦନା]

୧. ଯେଉଁ ସ୍ଥାନରେ ଅପରାଧୀକୁ ଦଣ୍ଡ ଦିଆଯାଏ — ୧. A place where an offender undergoes punishment.


୨. ମନୁଷ୍ୟକୁ ଯେଉଁ ଯେଉଁ ଅଙ୍ଗରେ ବା ବିଷୟରେ ଦଣ୍ଡ ଦିଆ ଯାଇପାରେ —୨. The limbs or items on which punishment is meted out.

[ ଦ୍ର—ମନୁସଂହିତା ମତରେ ଉପସ୍ଥ, ଉଦର, ଜିହ୍ୱା, ହସ୍ତ, ପଦ, ଆଖି, ନାକ, କାନ, ଧନ ଓ ଦେହ ଦଣ୍ଡସ୍ଥାନ— ହିନ୍ଦୀ - ଶବ୍ଦସାଗର ]