ଦତ୍ତ
ଦେଖଣା
ଦତ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ
[ସମ୍ପାଦନା]ଧୂତ୍ (ଦେଖ) - Dhut (see)
ଦତ୍ତ
ଉଚ୍ଚାରଣ
[ସମ୍ପାଦନା](ଦତ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଦା ଧାତୁ=ଦେବା+କର୍ମ. ତ; ତୁଳ. ଲାଟିନ୍ ଡେଟା, data)
[ସମ୍ପାଦନା]- ୧. ଯାହା ଦାନ କରାଯାଇଥାଏ— କୃତଦାନ; ଦାନ କରାଯାଇଥିବା — ୧. Given away; dedicated.
- ୨. ନ୍ୟସ୍ତ; ଅର୍ପିତ — ୨. Deposited; conferred; bestowed.
- ୩. ଉତ୍ସୃଷ୍ଟ —୩. Offered; dedicated.
- ୪. ତ୍ୟକ୍ତ —୪. Left; parted with.
ବିଶେଷ୍ୟ - (+ଭାବ ତ)
[ସମ୍ପାଦନା]- ୧. ଦାନ — ୧. Gift.
- ୨. ପ୍ରାଚୀନ ଭାରତର ରାଜାବିଶେଷ — ୨. Name of a king of king of ancient India.
- ୩. ବୈଶ୍ୟମାନଙ୍କ ବଂଶୋପାଧିବିଶେଷ — ୩. A family-title of the B&aline;i̱ṡyas.
- ୪. ଦତ୍ତାତ୍ରେୟ; ଅତ୍ରିମୁନିଙ୍କ ପୁତ୍ର: ଭଗବାନଙ୍କର ଅବତାର ବିଶେଷ —୪. Name of a son of sage Atri, said to be an incarnation of 'Bishṇu'.
- ୫. ପୁତ୍ରବିଶେଷ; ଦତ୍ତକପୁତ୍ର — ୫. An adopted son.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶୂଦ୍ର, ତାମିଳୀ ଓ କାୟସ୍ଥ ବଙ୍ଗାଳିଙ୍କ ଉପାଧିବିଶେଷ — A family title of Bengalee Ṡūdras and Kāyasthas.