ଦତ୍ତକ
ଦେଖଣା
ଦତ୍ତକ
ଉଚ୍ଚାରଣ
[ସମ୍ପାଦନା](ଦତ୍ତକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଦତ୍ତ+ସ୍ୱାର୍ଥେ. କ)
[ସମ୍ପାଦନା]- ୧. ଦତ୍ତ ହୋଇଥିବା — ୧. Given.
- ୨. ପୋଷ୍ୟପୁତ୍ର ବା ପୋଷିଆଁ କନ୍ୟାରୂପେ ଗୃହୀତ — ୨. Taken or giving in adoption.
ଦତ୍ତକ ତନୟାରୂପେ ତାଙ୍କୁ ନୃପରାଣ ଲୋମପାଦ ନୃପତିଙ୍କି କଲେ ସମର୍ପଣ—ମଧସୂଦନ. ଦତ୍ତରରାମଚରିତ
ବିଶେଷ୍ୟ -
[ସମ୍ପାଦନା]ପୋଷ୍ୟପୁତ୍ର —Adopted son.