Jump to content

ଦତ୍ତକ୍ଷର

ଉଇକିଅଭିଧାନ‌ରୁ

ଦତ୍ତକ୍ଷର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶବ୍ଦାଳଙ୍କାରବିଶେଷ —A kind of metrical composition in which if a letter be added to a word, a different meaning is made out.

[ ଦ୍ର—ଏଥିରେ ଦିଆ ଯାଇଥିବା ଶବ୍ଦମାନଙ୍କରେ ଆଉ ଗୋଟିଏ ଲେଖାଏଁ ଅକ୍ଷର ଯୋଡ଼ିଲେ ଅନ୍ୟ ଗୋଟିଏ ଅର୍ଥ ବୁଝାଏ ଉପେନ୍ଦ୍ର ଭଞ୍ଜଙ୍କ ପ୍ରେମସୁଧାନିଧି ୧୬୪:ରେ ଥିବା ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା: ===


ଜଗମୋହୀ (=ଜଗମେ ହିନୀ) ଚୂଡ଼ା ସୁମେ (= କୁସୁମେ) କେବେ ନ କରଇ ବନପ୍ରିୟ ଶାଳେ (=ରାସାଳେ) ଡ଼ାକୁ କର୍ଣ୍ଣ ବୁଜୁଥାଇ, ନ ଅନ୍ନାଇ ଚନ୍ଦ୍ରମାକୁ କାଶେ (= ଆକାଶେ) ଯେଶୁ କ୍ରସେ ଏହିପରି କହୁଥାଇ ସ୍ୱରଭାଙ୍ଗ ବଶେ]