ଦତ୍ତକ ଚନ୍ଦ୍ରିକା
ଦେଖଣା
ଦତ୍ତକ ଚନ୍ଦ୍ରିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପୋଷ୍ୟପୁତ୍ର ଗ୍ରହଣ ସମ୍ୱନ୍ଧୀୟ ଗୋଟିଏ ଆଧୁନିକ ସଂସ୍କୃତ ସ୍ମୃତିଗ୍ରନ୍ଥ —Name of a Sanscrit compilation on adoption by Ṡibānanda Bhatta or, according to some, by Kubera.
[ ଦ୍ର—କେହି କେହି ଏହାକୁ ଜାଲ୍ ଗ୍ରନ୍ଥ ବୋଲି କହନ୍ତି ଏହିପରି ଦତ୍ତକ ଦିଧୀତି, ନିର୍ଣ୍ଣୟ, ଦତ୍ତକ ଦର୍ପଣ, ଦତ୍ତକ କୌମୁଦୀ, ଦତ୍ତକ ତିଳକ, ଦତ୍ତକ ସିଦ୍ଧାନ୍ତମଞ୍ଜରୀ ନାମରେ କେତେଗୁଡ଼ିଏ ଆଧୁନିକ ସଂସ୍କୃତ ଗ୍ରନ୍ଥ ଅଛଇ ]