Jump to content

ଦତ୍ତକ ମୀମାଂସା

ଉଇକିଅଭିଧାନ‌ରୁ

ଦତ୍ତକ ମୀମାଂସା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନନ୍ଦ ପଣ୍ଡିତଙ୍କ ସଙ୍କଳିତ ସ୍ମୃତି ଗ୍ରନ୍ଥ— ବିଶେଷ (ଏଥିରେ ପୋଷ୍ୟପୁତ୍ର ଗ୍ରହଣ ବିଧି ବର୍ଣ୍ଣିତ ହୋଇଅଛି) —Name of a Hindu law-book on adoption.

[ ଦ୍ର—ବିଲାତର ପ୍ରିଭିକାଉନ୍ସିଲ୍ ଏ ଗ୍ରନ୍ଥକୁ ଭାରତବର୍ଷରେ ହିନ୍ଦୁମାନଙ୍କର ପୋଷ୍ୟପୁତ୍ର ସମ୍ୱନ୍ଧୀୟ ପ୍ରାମାଣିକ ଗ୍ରନ୍ଥ ବୋଲି ପ୍ରକାଶ କରିଅଛନ୍ତି]