Jump to content

ଦତ୍ତଚ୍ୟୁତାକ୍ଷର

ଉଇକିଅଭିଧାନ‌ରୁ

ଦତ୍ତଚ୍ୟୁତାକ୍ଷର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶବ୍ଦାଳଙ୍କର ବା ରଚନାଭଙ୍ଗିବିଶେଷ, (ଏଥିରେ ପାଦ ମଧ୍ଧ୍ୟରେ ଗୋଟିଏ ଅକ୍ଷର କାଟି ଆଉ ଗୋଟିଏ ଅକ୍ଷର ସେ ସ୍ଥାନରେ ନ ବସାଇଲେ ବାକ୍ୟର ଅର୍ଥ ହୃଦୟଙ୍ଗମ ହୋଇ ପାରେ ନାହିଁ) —A composition in which a letter of a word is to be deleted and another added in its place in order to make out the inteded meaning.

[ ଦ୍ର—ଉପେନ୍ଦ୍ରଭଞ୍ଜଙ୍କ କୋଟିବ୍ରହ୍ମଣ୍ଡସୁନ୍ଦରୀର ୨୩୧୬:ରେ ଏହାର ଉଦାହରଣ ଅଛି ପ୍ରେମସୁଧାନିଧି ୧୬୬:ରେ ଥିବା ଉଦାହରଣ ନିମ୍ନରେ ଦିଆଗଲା ମଦନ ବ୍ୟାକୁଳରୁ ଜୀଇଁଲା ଯୁବାବର ବରଦ (=ଶରଦ) କାଳେ ବଞ୍ଚିବା ମହାଭାଗ୍ୟକର ରକୂପାର (ଅକୂପାର) ପ୍ରାୟେ ଦୁଃଖରାଶି ଘୋଟିଥିଲା ତୁମ୍ଭ ଦେଲା ପେମପତ୍ରି କୁମ୍ଭ ଭବ ହେଲା]