Jump to content

ଦତ୍ତହାରୀ

ଉଇକିଅଭିଧାନ‌ରୁ

ଦତ୍ତହାରୀ

ଉଚ୍ଚାରଣ

[ସମ୍ପାଦନା]
(ଦତ୍ତହାରିଣୀ—ସ୍ତ୍ରୀ) 

(ଦତ୍ତାପହାରୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ଦତ୍ତ+ହୃ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]

ଯେଉଁ ବ୍ୟକ୍ତି ଦତ୍ତ ପଦାର୍ଥକୁ ପୁନର୍ବାର ଛଡ଼ାଇନିଏ — One who resumes a completed and long enjoyed gift.