Jump to content

ଦତ୍ତାତ୍ମା

ଉଇକିଅଭିଧାନ‌ରୁ

ଦତ୍ତାତ୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଦତ୍ତ+ ଆତ୍ମନ୍)

[ସମ୍ପାଦନା]

ନିଜେ ଆସି ଅନ୍ୟର ପୁତ୍ରତ୍ୱ ସ୍ୱୀକାର କରିବା ବ୍ୟକ୍ତି —A person who has given himself away as a son to another person.

ବିଶେଷଣ -

[ସମ୍ପାଦନା]

ଆତ୍ମସମର୍ପଣକାରୀ —Giving one's self away to another person; yeielding to another person.