ଦଦା
ଦେଖଣା
ଦଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାତ. ଢୁଳ. ଇଂ ଡାଡ଼ଡୀ= ପିତା)
[ସମ୍ପାଦନା]- ୧. (କ୍ଷତ୍ରିୟମାନଙ୍କ ବ୍ୟବହୃତ) ବଡ଼ ଭାଇ —୧. Elder- brother (amongst the Kshatriyas).
- ୨. ଅଜା; ପିତାମହ —Grandfather.
(ଯଥା—ବାପ ଦଦା ଅମଳରେ ଏ କଥା ଶୁଣା ନ ଥିଲା)
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ବାପା, ପିତା —Father.