ଦଦେଇ
ଦେଖଣା
ଦଦେଇ
ଉଚ୍ଚାରଣ
[ସମ୍ପାଦନା](ଦଦାଇ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୟେଷ୍ଠତାତ)
[ସମ୍ପାଦନା]ପିତାଙ୍କ ଜ୍ୟେଷ୍ଠଭ୍ରାତା; ଜ୍ୟେଷ୍ଠତାତ; ଦେଢ଼ୁତା —Father's elder brother.
=== ପ୍ରାଦେଶିକ -
- ୧. (ଗଡ଼ଜାତ) ବିଶେଷ୍ୟ - (କ୍ଷତ୍ରିୟମାନଙ୍କ ମଧ୍ୟରେ)—ପିତା —୧. Father (amongst Kshatriyas).
- ୨. (ଗଞ୍ଜାମ) ବି—ପିତା —୨. Father.