Jump to content

ଦଦ୍ରୁଘ୍ନ

ଉଇକିଅଭିଧାନ‌ରୁ

ଦଦ୍ରୁଘ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦଦ୍ରୂ= ହନ୍ ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]

ଦଦ୍ରୂରୋଗନାଶକ —Destructive of or antidote for ringworm.


ବିଶେଷ୍ୟ -

[ସମ୍ପାଦନା]

ଜାଦୁଖାଇ ଗଛ; ଚକ୍ରମଦ୍ଦ ଗଛ —Cassia Tora; a tree with clustering yellow flowers, often used as an antidote for ringworm.