ଦଧି
ଦେଖଣା
ଦଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧା ଧାତୁ= ଧାରଣ କରିବା+ କର୍ତ୍ତୃ. ଇ)
[ସମ୍ପାଦନା]- ୧. ଦହି; ଅମ୍ଳସଂଯୋଗରେ ଗାଢ଼ କରାଯାଇଥିବା ଦୁଗ୍ଧ — ୧. Sour milk; butter milk; curdled milk; curd.
[ ଦ୍ର—ବସା ଦହିକୁ ଦଧି ଓ ଘୋଳଦହିକୁ ତକ୍ର ବୋଲାଯାଏ]
- ୨. ଛେନା; ଆମିକ୍ଷା —୨. Cheese.
- ୩. ଦଧିକୂର୍ଚ୍ଚିକା —୩. Flakes of curd.
- ୪. ବସ୍ତ୍ର (ଶବ୍ଦସାଗର) —୪. Cloth.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଧାରଣକର୍ତ୍ତା (ପ୍ରକୃତିବାଦ) —୧. Holding.
- ୨. ପୋଷଣ କର୍ତ୍ତା — ୨. Supporting; maintaining.