Jump to content

ଦଧିତ୍ଥ

ଉଇକିଅଭିଧାନ‌ରୁ

ଦଧିତ୍ଥ

ଉଚ୍ଚାରଣ

[ସମ୍ପାଦନା]

(ଦଧିନାମା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦଧି+ ସ୍ଥା ଧାତୁ+ କର୍ତ୍ତୃ. ଅ; ଏହା ମୂଳରୁ ଦଧି ପରି ଏକ ପ୍ରକାର ରସ ବାହାରୁଥିବାରୁ)

[ସମ୍ପାଦନା]

କଇଥ ଗଛ ଓ ଫଳ —Wood-apple tree and its fruit; Feronia Elephant; the elephant-apple.