ଦଧିବାମନ
ଦେଖଣା
ଦଧିବାମନ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ଦଧି= ପୋଷଣକର୍ତ୍ତା= ବାମ=ଶତ୍ରୁ+ନ= ବନ୍ଧନ; ପୋଷଣକର୍ତ୍ତା ଓ ବିପକ୍ଷର ବିନାଶକ କିମ୍ୱା ଦଧିବାହକ ବାମନ; ମ. ପ. ଲୋ)
- ୧. ବିଷ୍ଣୁ —୧. Bishṇu.
- ୨. ଶାଳଗ୍ରାମ ମୂର୍ତ୍ତିବିଶେଷ —୨. A species of Ṡāḻagrāma stone.
[ ଦ୍ର—ବାମନ ଅବତାରରେ ବିଷ୍ଣୁ ଦଧି ବହନ କରିଥିବା ପ୍ରବାଦ ପୁରାଣରେ ଅନୁସନ୍ଧେୟ]