Jump to content

ଦଧିମୁଖ

ଉଇକିଅଭିଧାନ‌ରୁ

ଦଧିମୁଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଦଧିପରି ଶୁକ୍ଳ ମୁଖ ଯାହାର)

[ସମ୍ପାଦନା]
୧. ସୁଗ୍ରୀବଙ୍କ ଶ୍ୱଶୁରଚ ବାନରବିଶେଷଚ ରାମଚନ୍ଦ୍ରଙ୍କ ସେନାପତି— ବିଶେଷ —୧. Name of a monkey, the father-in-law of Sugrība.
୨. ଏକଜାତୀୟ ବାନର —୨. A kind of ape.
୩. ନାଗବିଶେଷ —୩. A kind of serpent; rame of a mythological Nāga.


୪. ସୁଗ୍ରୀବଙ୍କର ମଧୁବନର ଉଦ୍ୟାନପାଳ — ୪. Name of a gardener of Sugrība.

ବହିଣ ରାଜନ ଯୋଗ; ବଶ ଦଣ୍ଡେ ଦଧିମୁଖ ଭଞ୍ଜ. ବେଦେହୀଶବିଳାସ