ଦଧୀଚି
ଦେଖଣା
ଦଧୀଚି
ଉଚ୍ଚାରଣ
[ସମ୍ପାଦନା](ଦଧୀଚ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନାମ) (ଦଟ୍ ଧାତୁ+ କର୍ତ୍ତୃ. ଇଚି
[ସମ୍ପାଦନା]ମୁନିବିଶେଶ; ଯେଉଁ ମୁନିଙ୍କ ଅସ୍ଥିରେ ବଜ୍ର ତିଆରି କରି ଇନ୍ଦ୍ର ବୃତାସୁରଙ୍କୁ ମାରିଥିଲେ —Name of a sage from whose bones Indra's thunder- bolt was made to kill 'Bṛutrāsura'
[ଦ୍ରଷ୍ଟବ୍ୟ —ଏ ଅଥର୍ବ ମୁନିଙ୍କ ଔରସରେ କର୍ଦ୍ଦମ ପ୍ରଜାପତି କନ୍ୟା ଶାନ୍ତିଙ୍କ ଗର୍ଭଜାତ ପ୍ରସିଦ୍ଧ ମୁନି ଏ ସ୍ୱାର୍ଥତ୍ୟାଗର ଜ୍ୱଳନ୍ତ ଉଦାହରଣ ଦେଖାଇ ବୃତ୍ରାସୁରକୁ ବଧ କରିବା ଉଦ୍ଦେଶ୍ୟରେ ବଜ୍ର ପ୍ରସ୍ତୁତ ହେବା ନିମନ୍ତେ ଆପଣା ଅସ୍ଥି ଇନ୍ଦ୍ରଙ୍କୁ ଦେଇଥିଲେ]