Jump to content

ଦନା

ଉଇକିଅଭିଧାନ‌ରୁ

ଦନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଦନୁ—ଆଦରାର୍ଥକ)

(ଦନାଇଚ ଦନେଇ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ରୋଣୀ)

[ସମ୍ପାଦନା]
୧. ପତ୍ରରେ ତିଆରି ଠୋଲା ବା ଚଉପଦୀ —୧. Leaves made into a cup; a cup made by sewing leaves together.
୨. ପଶୁମାନଙ୍କ ଯୋନି —୨. The female organ of cattle and other beasts.
୩. ଜନାର୍ଦ୍ଦନର ଅନାଦରାର୍ଥ ଡ଼ାକ ନାମ — ୩. Name by which a person of the name of Janārddana is accosted familiarly.