Jump to content

ଦନୁ

ଉଇକିଅଭିଧାନ‌ରୁ

ଦନୁ

ଉଚ୍ଚାରଣ

[ସମ୍ପାଦନା]

(ଦନୁ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଦିତି; ଦକ୍ଷପ୍ରଜାପତିଙ୍କର ଗୋଟିଏ କନ୍ୟା ଓ କଶ୍ୟପଙ୍କର ଏକତମା ପତ୍ନୀ, ଯାହାଙ୍କଠାରୁ ରାକ୍ଷସମାନେ ଜାତ ହୋଇଥିଲେ —One of the wives of sage Kaṡyapa who gave birth to demons.

[ଦ୍ରଷ୍ଟବ୍ୟ —ଏହାଙ୍କର ୪ ପୁଅ; ସମସ୍ତେ ରାକ୍ଷସ; ରାକ୍ଷସମାନଙ୍କୁ ଦାନବ ବା ଦନୁଜ ବୋଲାଯାଏ]

ଦେଶଜ - ବିଶେଷ୍ୟ - (ଆଦରାର୍ଥକ)

[ସମ୍ପାଦନା]

ଜନାର୍ଦ୍ଦନର ଡାକନାମ — A name for calling Janārddana.