Jump to content

ଦନୁଜ

ଉଇକିଅଭିଧାନ‌ରୁ

ଦନୁଜ

ଉଚ୍ଚାରଣ

[ସମ୍ପାଦନା]
(ଦନୁଜା—ସ୍ତ୍ରୀ) 

(ଦନୁସଂଭବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଦନୁ+ ଜନ୍ ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]

ରାକ୍ଷସ; ଅସୁର; ଦାନବ; ଦୈତ୍ୟ —The demons.