Jump to content

ଦନୁଜେଶ

ଉଇକିଅଭିଧାନ‌ରୁ

ଦନୁଜେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦନୁଜ+ ଇନ୍ଦ୍ର (ଈଶ)

[ସମ୍ପାଦନା]
୧. ଦାନବଙ୍କ ରାଜା — ୧. A king of the demons.


୨. ରାବଣ —୨. Rābaṇa.
୩. ହରିଣ୍ୟକଶିପୁ —୩. Hiraṇ yakaṡipu.