Jump to content

ଦନ୍ତ

ଉଇକିଅଭିଧାନ‌ରୁ

ଦନ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦମ୍ ଧାତୁ= ଦମନ କରିବା+ କରଣ. ତ)

[ସମ୍ପାଦନା]
୧. ଦାନ୍ତ —୧. Tooth.
୨. କୁଞ୍ଜ —୨. A grove.
୩. ଶୈଳଶୃଙ୍ଗ —୩. Mountain-peak.

ବ୍ୟାଳସମୂହକୁ ତ୍ରାସି ସିଂହ କି ଘଉଡ଼ି ଶୋଷୁଁ ଦନ୍ତେ ଉଠି ସୌମିତ୍ରେୟ ଯେ ଭଞ୍ଜ. ବୈଦେହୀଶବିଳାସ

୪. ପର୍ବତଉପରିସ୍ଥ ସମତଳ ଭୂମି; ଅଧିତ୍ୟକା — ୪. Plateau; level land on a mountain.
୫. ସାନପ୍ରଦେଶ; ଗିରିନିତମ୍ୱ — ୫. The side of a mountain.
୬. ଦାନ୍ତ ପରି ଶୃଙ୍ଗମାନ —୬. Tooth-like peaks.
୭. ୩୨: ସଂଖ୍ୟା —୭. The number ୩୨.

[ଦ୍ରଷ୍ଟବ୍ୟ —କାରଣ ମନୁଷ୍ୟର ୩୨: ଗୋଟି ଦାନ୍ତ ଥାଏ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କଡ଼ାକର ନଅ ଭାଗରୁ ଏକ ଭାଗ — One ninth of a cowrie (shell-money).