Jump to content

ଦନ୍ତକ

ଉଇକିଅଭିଧାନ‌ରୁ

ଦନ୍ତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦନ୍ତ+ ସ୍ୱାର୍ଥେ ବା ସାଦୃଶ୍ୟାର୍ଥେ. କ)

[ସମ୍ପାଦନା]
୧. ଦାନ୍ତ — ୧. Tooth.
୨. ହାତୀ ଦାନ୍ତ —୨. Tusk; ivory.
୩. ବଡ଼ ଦାନ୍ତ —୩. Big tooth.
୪. ଦାନ୍ତ ପରି କାନ୍ଥରେ ମରା ଯାଇଥିବା କାଠି; ନାଗଦନ୍ତକ; ଦାନ୍ତି —୪. A peg driven into the wall to hang articles on.
୫. ପର୍ବତ ଦେହରୁ ବାହାରିଥିବା ତୀକ୍ଷ୍ଣାଗ୍ର ପ୍ରସ୍ତରଖଣ୍ଡ ବା ଦାନ୍ତି —୫. A sharp tooth-like stone projecting from a mountain.
୬. ପର୍ବତର ଶୃଙ୍ଗ —୬. Mountain-peak.

ବିଶେଷଣ -

[ସମ୍ପାଦନା]
୧. ଦାନ୍ତିଆ; ଦନ୍ତବିଶିଷ୍ଟ — ୧. Having tooth; toothed.
୨. ଦାନ୍ତୁରା; ବଡ଼ ଦାନ୍ତବିଶିଷ୍ଟ — ୨. Having tusks or bis teeth.