ଦନ୍ତପୁର
ଦେଖଣା
ଦନ୍ତପୁର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ଯେଉଁ ନଗରରେ ବୁଦ୍ଧଦେବଙ୍କ ଦାନ୍ତ ରଖାଯାଇଥିଲା —୧. City of Buddha's tooth.
- ୨. କଳିଙ୍ଗର ରାଜଧାନୀ — ୨. The capital of Kaḻiṅga.
[ ଦ୍ର—କେହି କେହି ଐତିହାସିକ ପୁରୀକୁ ଦନ୍ତପୁର ଓ କେହି କେହି ଦାନ୍ତୁନ୍କୁ ଦନ୍ତପୁର ବୋଲି କହନ୍ତି ଏଠାରେ ବୁଦ୍ଧଦେବଙ୍କ ଦାନ୍ତ ରକ୍ଷିତ ହୋଇ ପୂଜା କରା ଯାଉଥିଲା ଓ ରଥ ଯାତ୍ରା ହେଉ— ଥିଲା ବୋଲି ଚୀନ ପର୍ଯ୍ୟଟକ ହୁଏନସାଂ ଲେଖି ଅଛନ୍ତି]