ଦନ୍ତବକ୍ର
ଶିଶୁପାଳଙ୍କ ଭାଇ — A causin of Ṡiṡupāḻa.
[ ଦ୍ର—ଏ କରୁଷ ଦେଶର ରାଜା ବୃଦ୍ଧଶର୍ମାଙ୍କ ପୁତ୍ର ଥିଲେ ଓ ଶିଶୁପାଳଙ୍କ ଭାଇ ଲେଖା ଥିଲେ ଶ୍ରୀକୃଷ୍ଣ ଏହାକୁ ବଧ କରି ଥିଲେ]