Jump to content

ଦନ୍ତସ୍ଫୁଟ

ଉଇକିଅଭିଧାନ‌ରୁ

ଦନ୍ତସ୍ଫୁଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ପଦ ବା ବାକ୍ୟର ଉଚ୍ଚାରଣର ସହଜତା ୧. Ease or facility in pronouncing a word or sentence.

(ଯଥା—ଏ ଶ୍ଳୋକରେ ମୋର ଦନ୍ତସ୍ଫୁଟ ହେଉନାହିଁ)

୨. (ଲକ୍ଷଣାର୍ଥ) ବୁଝିବାକୁ ସୁବୋଧ୍ୟତା — ୨. (figurative) Legibility; the condition of a matter being easily understood; intelliogibility.