Jump to content

ଦନ୍ତାଳ

ଉଇକିଅଭିଧାନ‌ରୁ

ଦନ୍ତାଳ

ଉଚ୍ଚାରଣ

[ସମ୍ପାଦନା]
(ଦନ୍ତାଳୀ—ସ୍ତ୍ରୀ) 

ସଂସ୍କୃତ - .ବିଣ (ଦନ୍ତ+ବିଶିଷ୍ଟାର୍ଥେ. ଅଳ)

[ସମ୍ପାଦନା]
୧. ଦନ୍ତବିଶିଷ୍ଟ; ଦନ୍ତଯୁକ୍ତ —୧. Having teeth or tusks.
୨. ବଡ଼ଦାନ୍ତଯୁକ୍ତ; ଦାନ୍ତୁରା — ୨. Having prominent teeth.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହସ୍ତି; ଅଣ୍ଡିରା ହାତୀ (ହିନ୍ଦୀ - ଶବ୍ଦଶାଗର) — A tusker.