Jump to content

ଦନ୍ତା ଦନ୍ତି

ଉଇକିଅଭିଧାନ‌ରୁ

ଦନ୍ତା ଦନ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ଦନ୍ତ+ଦନ୍ତ+ଇ; ବହୁବ୍ରୀହି; ଦନ୍ତରେ ଦନ୍ତରେ ପ୍ରହାର କରି ଯେଉଁ ଯୁଦ୍ଧ ହୁଏ; ତୁଳ. କେଶୋକେଶି, ଦଣ୍ଡାଦଣ୍ଡି)

[ସମ୍ପାଦନା]
୧. ପରସ୍ପରକୁ ଦନ୍ତରେ ଆଘାତ କରି; ପରସ୍ପରକୁ ଦାନ୍ତଦ୍ୱାରା ଆଘାତ କରୁଥିବା (ହସ୍ତିଦ୍ୱୟ) —୧. Striking tusks at each other (elephants)
୨. କାମୁଡ଼ା କାମୁଡ଼ି —୨. Biting each other.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଉଭୟପକ୍ଷ କାମୁଡ଼ା କାମୁଡ଼ି ହୋଇ କରୁଥିବା ଯୁଦ୍ଧ — A fighting in which both parties bite each other.