Jump to content

ଦନ୍ତୁର

ଉଇକିଅଭିଧାନ‌ରୁ

ଦନ୍ତୁର

ଉଚ୍ଚାରଣ

[ସମ୍ପାଦନା]

ଦନ୍ତୁରା, ଦନ୍ତୁରୀସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦନ୍ତ+ଅଛି ଅର୍ଥରେ ଉର)

[ସମ୍ପାଦନା]
୧. ଦନ୍ତବିଶିଷ୍ଟ —୧. Having tooth; toothed; rodent.
୨. ଦାନ୍ତୁରା; ବଡ଼ଦନ୍ତବିଶିଷ୍ଟ — ୨. Having prominent or big teeth.
୩. ବନ୍ଧୁର —୩. Uneven; rough.
୪. କରତ ପରି ଦନ୍ତବିଶିଷ୍ଟ — ୪. Notched; serrated.
୫. ଉଚ୍ଚନୀଚ୍ଚ (ସ୍ଥାନ) —୫. Undulating.
୬. କୁଟିଳ —୬. Curved.
୭. ବିଷମାନ୍ତର —୭. Having irregular and unequal shapes between the different parts.

ବିଶେଷ୍ୟ -

[ସମ୍ପାଦନା]

ଦନ୍ତବିଶିଷ୍ଟ ପ୍ରାଣୀ —The rodentia.