ଦନ୍ତ୍ୟୌଷ୍ଠ
ଦନ୍ତ ଓ ଓଷ୍ଠ ଯୋଗେ ଉଚ୍ଚାରିତ (ବର୍ଣ୍ଣ) —(lettars) Pronounced with the help of the teeth and lip; denti-labial.
(ଦନ୍ତ୍ୟୌଷ୍ଠ୍ୟ—ଅନ୍ୟରୁପ)
[ ଦ୍ର— ଯର ଳ ଓ ଅବର୍ଗ୍ୟବ (ବି) ଏମାନଙ୍କୁ ଦନ୍ତ୍ୟୌଷ୍ଠ ବର୍ଣ୍ଣ ବୋଲାଯାଏ ]