Jump to content

ଦନ୍ତ୍ୟ ବର୍ଣ୍ଣ

ଉଇକିଅଭିଧାନ‌ରୁ

ଦନ୍ତ୍ୟ ବର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦନ୍ତ ସାହାଯ୍ୟରେ ଉଚ୍ଚାରିତ ବର୍ଣ୍ଣ — The dental letters.

[ଦ୍ରଷ୍ଟବ୍ୟ —ତ, ଥ, ଦ, ଧ, ନ, ଲ, ଓ ସ ଏମାନଙ୍କୁ ଦନ୍ତବର୍ଣ୍ଣ କୁହା ଯାଏ]