ଦନ୍ତ ଧାବନ
ଦେଖଣା
ଦନ୍ତ ଧାବନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦନ୍ତ+ ଧାବ୍ ଧାତୁ=ଧୋଇବା+ କରଣ ଅନ)
[ସମ୍ପାଦନା]- ୧. ଦାନ୍ତକାଠି — ୧. Tooth pick; tooth brush.
- ୨. ଖଇର ଗଛ — ୨. The catechu tree; Mimosa Catechu.
- ୩. ବଉଳ ଗଛ — ୩. The Bakuḻa tree; Mimusops Elengi.
- ୪. (+ ଭାବ. ଅନ) ଦାନ୍ତ ଘଷିବା; ଦାନ୍ତ ପରିଷ୍କାର କରିବା — ୪. The act of cleansing the teeth.